Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲା କୁ ଆସନ୍ତା 3ଦିନ ପାଇଁ ସତର୍କତା ସୁଚନା ଦେଇଛନ୍ତି ରାଜ୍ୟ ପାଣିପାଗ ବିଭାଗ, ଆସନ୍ତାକାଲି ଜିଲ୍ଲା ରେ ପ୍ରବଳ ବର୍ଷା

Phulabani Town, Kandhamal | Sep 13, 2025
କନ୍ଧମାଳ ଜିଲ୍ଲା କୁ ଆସନ୍ତା 3ଦିନ ପାଇଁ ସତର୍କତା ସୁଚନା ଦେଇଛନ୍ତି ରାଜ୍ୟ ପାଣିପାଗ ବିଭାଗ,ଜିଲାରେ 14ତାରିଖ ସକାଳ 8ଘଣ୍ଟିକା 30ମିନିଟ ପଯ୍ୟନ୍ତ ଓ୍ୱଲ ଓ୍ୱଣ୍ଣୀ ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ ପ୍ରଵଳ ବର୍ଷା ସହ ଘଡଘଡି ଏବଂ 30ରୁ 40 ବେଗରେ ପଵନ ବହିବା ନେଇ ସତର୍କତା ସୁଚନା ଦେଇଛନ୍ତି, ସେହିପରି 14ତାରିଖ ସକାଳ 8ଘଣ୍ଟିକା 30ମିନିଟ ଠାରୁ 15ତାରିକ ସକାଳ 8ଈଣ୍ଟିକା30ମିନିଟ ପଯ୍ୟନ୍ତ ଓ୍ୱଲ ଓ୍ୱର୍ଣୀ ଜାରି କରିଛନ୍ତି କିନ୍ତୁ ବର୍ଷା ନଥିବା ବେଳେ ଘଡଘଡି ସହ 30ରୁ ବେଗରେ ପବନ ବହିବ ବଲା ସତର୍କତା ଜାରି କରାଯାଇଛି, ସେହିପରି ରାଜ୍ୟ ପାଣିପାଗ ବିଭାଗ ଏହି ସୁଚନା ଟି
Read More News
T & CPrivacy PolicyContact Us