Download Now Banner

This browser does not support the video element.

ଛତ୍ରପୁର: ଟିଟାନିୟମ କମ୍ପାନୀରେ କର୍ମଚାରୀ ଙ୍କୁ ଅସ୍ଥାୟୀ ଛଟେଇକୁ ବିରୋଧ କରି କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟିଲେ କର୍ମଚାରୀ

Chhatrapur, Ganjam | Nov 5, 2024
ଟିଟାନିୟମ କମ୍ପାନୀରେ କର୍ମଚାରୀଙ୍କୁ ଅସ୍ଥାୟୀ ଛଟେଇ କରାଯାଇଥିବାରୁ ମଙ୍ଗଳବାର ଦିନ ୧୧ ଘଣ୍ଟା ୫୦ ମିନିଟରେ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିଛନ୍ତି କର୍ମଚାରୀ ମାନେ l ଗତ ୨୦୧୬ ମସିହା ରୁ ସେମାନେ ଟିଟାନିୟମ କମ୍ପାନୀ ରେ କର୍ମଚାରୀ ଭାବେ କାମ କରି ଆସିଛୁ, ଏନେଇ କର୍ମଚାରୀ ମାନେ ନିଜର ହକ ନିମନ୍ତେ ସେମାନେ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି l ସେମାନଙ୍କ ଚାକିରୀ ରଖିବା ବ୍ୟବସ୍ଥା ଅଥବା ଜମି ଫେରସ୍ତ କରିବା ଦାବି ନେଇ ସେମାନେ ପୂର୍ବରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କମ୍ପାନୀ ର ଏଭଳି କାର୍ଯ୍ୟ କୁ ଦୃଢ ନିନ୍ଦା କରିଥିଲେ l
Read More News
T & CPrivacy PolicyContact Us