Download Now Banner

This browser does not support the video element.

ବଲାଙ୍ଗୀର: ରାହୁଲ ନଦୀ ବ୍ରିଜ ନିକଟରେ ଗଞ୍ଜେଇ ସହ ଜଣେ ଗିରଫ, ୧୬ କିଲୋ ଗଞ୍ଜେଇ ଓ ବାଇକ୍ ଜବତ

Balangir, Balangir | Aug 25, 2025
ଗଞ୍ଜେଇ ସହ ଜଣେ ଗିରଫ, ୧୬ କିଲୋ ଗଞ୍ଜେଇ ଓ ବାଇକ୍ ଜବତ ବଲାଙ୍ଗୀର ଜିଲ୍ଲା ଗୁଦଭେଲା ରାହୁଲ ନଦୀ ବ୍ରିଜ୍‌ ନିକଟରେ ୧୬ କିଲୋ ଗଞ୍ଜେଇ ସହିତ ଜଣେ ବ୍ୟକ୍ତି ଧରା ପଡ଼ିଛନ୍ତି। ଧରାପଡ଼ିଥିବା ବ୍ୟକ୍ତିଙ୍କ ନାମ ନିଳାଞ୍ଚଳ ରାଣା (୩୧) ଯିଏ ବୌଢ଼ ଜିଲ୍ଲାର କଣ୍ଟାମାଲ ଥାନା ଅଧୀନ ସଞ୍ଚପାପଲି ବାସିନ୍ଦା ତାଙ୍କ ପାଖରୁ ଗୋଟିଏ ଧଳା ଜରି ଭର୍ତ୍ତି ବେଗ ରୁ ୧୬ କିଲୋ ଗଞ୍ଜେଇ ସହିତ ଲାଲ୍‍ ରଙ୍ଗର ବାଇକ୍‌ ଜବତ ହୋଇଛି। ଏହା ସମ୍ବନ୍ଧରେ NDPS ଆଇନ ଧାରାରେ ମାମଲା ରଜିଷ୍ଟର୍ ହୋଇଥିବାବେଳେ ଆଜି ଅଭିଯୁକ୍ତଙ୍କୁ କୋର୍ଟ୍‌ରେ
Read More News
T & CPrivacy PolicyContact Us