Download Now Banner

This browser does not support the video element.

ଅନୁଗୋଳ: ଆସନ୍ତା ସେପ୍ଟେମ୍ବର ୬ତାରିଖ ଦିନ ଅନୁଗୋଳ ଜିଲ୍ଳାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି

Anugul, Angul | Sep 1, 2024
ଆସନ୍ତା ସେପ୍ଟେମ୍ବର ୬ତାରିଖ ଦିନ ଅନୁଗୋଳ ଜିଲ୍ଳାରେ ପ୍ରବଳ ବର୍ଷା ହେବା ନେଇ ରବିବାର ମଧ୍ୟାହ୍ନରେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି l ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇ ସୂଚନା ପ୍ରଦାନ କରାଯାଇଛି l ସେହିପରି ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରି ସତର୍କ କରାଯାଇଛି l
Read More News
T & CPrivacy PolicyContact Us