This browser does not support the video element.
ବରଗଡ: ବରଗଡ଼ ବିଧାୟକ ଅଡଗାଁ ଠାରେ ନାଗବାଚା ମନ୍ଦିର ପ୍ରତିଷ୍ଠା ଉତ୍ସବରେ କଲେ ଯୋଗଦାନ
Bargarh, Bargarh (Baragarh) | Aug 21, 2025
ବରଗଡ଼ ଅନ୍ତର୍ଗତ ଅଡ଼ଗାଁ ଗ୍ରାମରେ ନାଗବାଚା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଗୁରୁବାର ଅପରାହ୍ନ 4.30 ସମୟରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରି ଆଶୀର୍ବାଦ ଲାଭ କରିଥିଲେ | ମନ୍ଦିରରେ ଭକ୍ତ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ବହୁ ଭକ୍ତ ମାନେ ଯୋଗଦାନ କରିଥିବା ବେଳେ ପ୍ରସାଦ ସେବନ କରୁଛନ୍ତି | ଏହି ଅବସରରେ ଗ୍ରାମ ପରିଦର୍ଶନ କରି ଗ୍ରାମର ବିଭିନ୍ନ ସମସ୍ୟା ବୁଝିଥିଲେ | ଆଗାମୀ ଦିନରେ ଗ୍ରାମର ଉନ୍ନତିକରଣ କାର୍ଯ୍ୟ କିପରି କରାଯାଇପାରିବ ସେନେଇ ବିଧାୟକ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।