This browser does not support the video element.
ଜଳେଶ୍ବର: ସନ୍ତୋଷପୁର ପଞ୍ଚାୟତର କାର୍ଯ୍ୟରତ ଜିଓ ଟେଗ୍ ପିଅନ ହେମ୍ବ୍ରମଙ୍କ ବିୟୋଗରେ ଶୋକସଭା,ପ୍ରେସିଡେଣ୍ଟଙ୍କ ପ୍ରତିକ୍ରିୟା
Jaleswar, Balasore | Sep 2, 2025
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର କାର୍ଯ୍ୟରତ ଜିଓ ଟେଗ୍ ପିଅନ ହେମ୍ବ୍ରମ ଗତ ୨୫ ତାରିଖ ବାଇକ୍ ଯୋଗେ ବାଲେଶ୍ୱର କୁ ନିଜ ଝିଅର ସ୍କୁଲକୁ ଦେଖାକରିବାକୁ ଯାଉଥିବା ସମୟରେ ମିରିଗୀମୁଣ୍ଡି ଛକ ମା ହୋଟେଲ ନିକଟରେ ସଡକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ।ତାଙ୍କର ଏହି ଅକାଳ ବିୟୋଗରେ "ଅଲ୍ ଓଡିଶା ଜିଓଟେଗ୍ କର୍ମଚାରୀ ମହାସଂଘ" ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହ ସଂଘର ରାଜ୍ୟ ସଭାପତି ପ୍ରିୟଙ୍କା ତ୍ରିପାଠୀ ପକ୍ଷରୁ ଆଜି ଶୋକସଭା