Install App
debakanta611
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ କ୍ରିକେଟ ସଂଘ ର ସାଧାରଣ ସମ୍ପାଦକ ଓ ପୂର୍ବତନ ଓଡିଶା କ୍ରିକେଟସଂଘ ର ଅଧ୍ୟକ୍ଷଧିରେନ ପଲାଇଙ୍କଶାଶୁ ମା ଙ୍କ ଅମର ଆତ୍ମାରସଦଗତିଜଣାଇଛନ୍ତି
Bhadrak Rural, Bhadrak | Aug 21, 2025
ଭଦ୍ରକ ଜିଲ୍ଲା ଭଦ୍ରକ କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ, ଭଦ୍ରକ କ୍ରିକେଟ ସଂଘର ସାଧାରଣ ସମ୍ପାଦକ ଓ ପୂର୍ବତନ ଓଡିଶା କ୍ରିକେଟ ସଂଘ ର ଅଧ୍ୟକ୍ଷ ଶ୍ରୀ ଧିରେନ ପଲାଇଙ୍କ ଶାଶୁ ମାଙ୍କ ଦେହାବସାନ ସମ୍ବାଦ ପାଇ ଚରମ୍ପା ସ୍ଥିତ ବାସଭବନରେ ପହଞ୍ଚି ଅମର ଆତ୍ମା ର ସଦଗତି ଜଣାଇଛନ୍ତି ଭଦ୍ରକ ବିଧାୟକ ସିତାସୁଂ ଶେଖର ମହାପାତ୍ର। ଆଜି ରାତି ପ୍ରାୟ ୮ ଘଟିକା ସମୟରେ ସମବେଦନା ଜଣାଇଥିବା ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!