Download Now Banner

This browser does not support the video element.

ଗୋପାଳପୁର: ପିଏଚ୍‌ଡି ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆବେଦନ ଆରମ୍ଭ, ସୂଚନା ଦେଲେ କୂଳପତି

Gopalpur, Ganjam | Aug 22, 2025
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି ପାଇଁ ଆବେଦନ ଆରମ୍ଭ ହୋଇଛି। ଏହା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୀର୍ଘଦିନ ଧରି ପିଏଚ୍‌ଡି ପାଇଁ ଆବେଦନ ହୋଇ ପାରୁନଥିବା ବେଳେ ଏବେ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇପାରିବେ ବୋଲି ସୂଚନା ମିଳିଛି। ୩ ଟି କେଟାଗୋରୀ ରେ ପିଏଚ୍‌ଡି କରିହେବ ବୋଲି ଶୁକ୍ରବାର ଅପରାହ୍ନରେ ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୂଳପତି ପ୍ରଫେସର ଗୀତାଞ୍ଜଳି ଦାଶ।
Read More News
T & CPrivacy PolicyContact Us