Download Now Banner

This browser does not support the video element.

ପାଲଲହଡା: କଣିହାଁ ଅଞ୍ଚଳକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତନେଇ ବିଧାୟକଙ୍କ ସମୀକ୍ଷା ବୈଠକ

Palalahada, Angul | Aug 25, 2025
ଚଳିତ ମାସ ଆସନ୍ତା ୨୭ତାରିଖ ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଣିହାଁ ଗସ୍ତ ରହିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଯାହାକୁ ନେଇ ସୋମବାର ଅପରାହ୍ନ ୩ ଘଟିକା ସମୟରେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ଏକ ସମୀକ୍ଷା ବୈଠକ ଆୟୋଜନ କରିଥିବା ବେଳେ ବିଭିନ୍ନ ଅଞ୍ଚଳକୁ ଯାଇ କାର୍ଯ୍ୟକ୍ରମର ସ୍ଥିତି ସମୀକ୍ଷା କରିଥିଲେ
Read More News
T & CPrivacy PolicyContact Us