Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ବଳିଆ ପଣ୍ଡା ଅଞ୍ଚଳରେ ମର୍ଡର ।ବଳିଆ ପଣ୍ଡା ଅଞ୍ଚଳର ଷ୍ଟର୍ଲିଂ ନିକଟରେ ପଡି ରହିଥିଲା ମୃତଦେହ।କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ
Puri M, Puri | Aug 21, 2025
ପୁରୀ ବଳିଆ ପଣ୍ଡା ଅଞ୍ଚଳରେ ମର୍ଡର ।ବଳିଆ ପଣ୍ଡା ଅଞ୍ଚଳର ଷ୍ଟର୍ଲିଂ ନିକଟରେ ପଡି ରହିଥିଲା ମୃତଦେହ।କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ। ମୃତକ ଜଣକ 21 ବର୍ଷୀୟ ଜଣେ ଯୁବକ ।ମୃତକ ଜଣକ ପୁରୀ ବାସେଳି ସାହି ଥାନପତି ଲେନ ର ରାଜେଶ ଓଝା ବୋଲି ଜଣା ପଡିଛି ।ରାଜେଶଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ଲୋକନାଥ ରୋଡର ବିଶ୍ୱନାଥ ମହାରଣାଙ୍କୁ ସନ୍ଦେହ କରୁଛି ପୋଲିସ୍ ।ଏନେଇ ଅଧିକ ଛାନ ଭିନ କରୁଛି ବଳିଆ ପଣ୍ଡା ପୋଲିସ୍। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା ହୋଇଥିବା ଅନୁମାନ କରାଯାଉଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!