Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଦଳର ସଙ୍ଘଠନ ସୃଜନ ଅଭିଯାନ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Jharsuguda, Jharsuguda | Sep 3, 2025
ଝାରସୁଗୁଡା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ସକାଳ ଏଗାରଟା ସମୟରେ କଂଗ୍ରେସ ଦଳର ସଙ୍ଘଠନ ସୃଜନ ଅଭିଯାନ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଶୋଭା ଓଝା, ଓଡ଼ିଶାର ସାନଖେମୁଣ୍ଡି ବିଧାୟକ ତଥା ଝାରସୁଗୁଡା ଜିଲ୍ଲା ପର୍ଯ୍ୟବେକ୍ଷକ ରମେଶ ଜେନା, କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ ଙ୍କ ସମେତ ଜିଲ୍ଲାର ଅନେକ କଂଗ୍ରେସ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ। କଂଗ୍ରେସ ଦଳକୁ ମଜବୁତ କରିବା ସହିତ ଦଳର ବିଚାରଧାରାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ସଙ୍ଘଠନ ସୃଜନ
Read More News
T & CPrivacy PolicyContact Us