This browser does not support the video element.
ତିର୍ତ୍ତୋଲ: ଅଲଣା ଗ୍ରାମର ମହେନ୍ଦ୍ର ଦାସଙ୍କ ଝିଆରୀ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ
Tirtol, Jagatsinghpur | Apr 19, 2024
ତିର୍ତ୍ତୋଲ ଥାନା ଅନ୍ତର୍ଗତ ଇବ୍ରିସିଂ ପଞ୍ଚାୟତ ଅଲଣା ଗ୍ରାମର ମହେନ୍ଦ୍ର ଦାସଙ୍କ ଝିଆରୀ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମହେନ୍ଦ୍ରଙ୍କ ଭାଇ ସମିର ଦାସଙ୍କ ଝିଅ ନିକଟସ୍ଥ ଗ୍ରାମରେ ହେଉଥିବା ଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ସଦସ୍ୟ ମାନେ ବିଭିନ୍ନ ସ୍ଥାନରେ ଖୋଜଖବର ନେଲେ ମଧ୍ୟ ତାଙ୍କ ସମ୍ପର୍କରେ କୌଣସି ସୂଚନା ପାଇନଥିଲେ। ଏନେଇ ଦାଦା ମହେନ୍ଦ୍ର ତାଙ୍କ ଝିଆରୀ ନିଖୋଜ ଥିବା ନେଇ ଅଭିଯୋଗ କରିଛନ୍ତି।