Download Now Banner

This browser does not support the video element.

ଝାରସୁଗୁଡା: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଝାରସୁଗୁଡ଼ା - ଗୌନ୍ଦିଆ ପାସେଞ୍ଜର। ଆଜି ସକାଳ ୬.୩୦ ଟା ସମୟରେ ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର

Jharsuguda, Jharsuguda | Dec 31, 2024
ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଝାରସୁଗୁଡ଼ା - ଗୌନ୍ଦିଆ ପାସେଞ୍ଜର। ଆଜି ସକାଳ ୬.୩୦ ଟା ସମୟରେ ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ହେଲା ସର୍ଟ ସର୍କିଟ ଯୋଗୁଁ ବୈଦୁତିକ ତାର ଛିଣ୍ଡିଲା । ପେଣ୍ଟୋରୁ ବିଦ୍ୟୁତ୍ ପ୍ରବାହିତ ହୋଇ ବଗି ଗୁଡ଼ିକର ବୈଦ୍ୟୁତିକ ସରଞ୍ଜାମ ଢୋ ଢା ହୋଇ ଫୁଟିଥିଲା। ପ୍ରବଳ ଶବ୍ଦରେ ଲୋକେ ଆତଙ୍କିତ ହୋଇ ଯାଇଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ରେଳବାଇ ଅଧିକା
Read More News
T & CPrivacy PolicyContact Us