Download Now Banner

This browser does not support the video element.

ବାଲିିଅନ୍ତା: ଦୟା ବ୍ରିଜ ନିକଟରେ ଷଣ୍ଢ ସହ ଦୁର୍ଘଟଣାରେ ଜଣେ ମୃତ

Balianta, Khordha | Aug 27, 2025
ରାଜଧାନୀ ଉପକଣ୍ଠ ଦୟା ବ୍ରିଜ ନିକଟରେ ଷଣ୍ଢ ସହ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ପ୍ରାଣ ହାନି ହୋଇଛି । ସୂଚନା ଅନୁଯାୟୀ ବୁଧବାର ଭୋର ପ୍ରାୟ ପାଞ୍ଚଟା ସମୟରେ ରାଜଧାନୀର ଶିଶୁପାଳ ଗ୍ରାମର ଜଣେ ଯୁବକ ବାଳକାଟି ଅଭିମୁଖେ ବାଇକ ଯୋଗେ ଯାଉଥିବା ବେଳେ ସାମ୍ନାରେ ଏକ ଷଣ୍ଢ ପଶି ଆସିଥିଲା । ଯୁବକ ଜଣଙ୍କ ହଠାତ୍ ବ୍ରେକ ମାରିଥିଲେ। ହେଲେ ସେ ଷଣ୍ଢ ସହ ଧକ୍କା ହୋଇ ଛିଟିକି ଦୂରରେ ପଡ଼ିଥିଲେ। ତାଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା
Read More News
T & CPrivacy PolicyContact Us