Download Now Banner

This browser does not support the video element.

ଆଠମଲ୍ଲିକ: ଆମ୍ବସରମୁଣ୍ଡା ଠାରେ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

Athmallik, Angul | Apr 15, 2024
ରବିବାର ଦିନ ପ୍ରାୟ ଏଗାରଟା ସମୟରେ ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ସ୍ଥିତ ଗୋଣ୍ଡୱାନା ଭବନ ଠାରେ ଗଣ୍ଡ ସମାଜର ମହାସଚିବ ପ୍ୟାରୀ ମୋହନ ନାୟକଙ୍କ ପୌରୋହିତ୍ୟାରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
Read More News
T & CPrivacy PolicyContact Us