Download Now Banner

This browser does not support the video element.

ସୁକିନ୍ଦା: କାଙ୍କଡ଼ପାଳ ଗ୍ରାମର ଘନ ପାତ୍ରଙ୍କ ଘର ମଧ୍ୟରୁ ବିରଳ ପ୍ରଜାତିର କୌଡିଆ ଚିତି ଉଦ୍ଧାର

Sukinda, Jajpur | Aug 25, 2025
ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମର ଘନ ପାତ୍ରଙ୍କ ଘର ମାଟି କାନ୍ଥ ମଧ୍ୟରେ ଏକ ବିରଳ ପ୍ରଜାତିର ବିଷଧର କୌଡିଆ ଚିତି ସାପ ଦେଖି ଘର ଲୋକେ ଭୟବିତ୍ ହୋଇ ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ମିହିର ସୂଚନା ପାଇ ସୋମବାର ଦିବା 10 ଘଟିକା ସମୟରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି ସୁରକ୍ଷିତ ଉପାୟରେ ବିଷଧର ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି ।
Read More News
T & CPrivacy PolicyContact Us