Download Now Banner

This browser does not support the video element.

ଫୁଲବାଣୀ ସହର: ଲମ୍ବାବାଡ଼ି ଗ୍ରାମର ସୁଯୋଗ୍ୟା ଝିଅ ସୋନାଲି ଯାନୀ ଓଏସ ପରୀକ୍ଷାରେ ସଫଳତାର ସହ କୃତିତ୍ୱ ଅର୍ଜନ କରିଥିବା ହେତୁ ଗ୍ରାମବାସୀ ଙ୍କ ଖୁସି

Phulabani Town, Kandhamal | Sep 29, 2025
ଲମ୍ବାବାଡ଼ି ଗ୍ରାମର ସୁଯୋଗ୍ୟା ଝିଅ ସୋନାଲି ଯାନୀ ଓଏସ ପରୀକ୍ଷାରେ ସଫଳତାର ସହ କୃତିତ୍ୱ ଅର୍ଜନ କରି ଓଡିଶା ପ୍ରଶାସନିକ ସେବାରେ ନିଜକୁ ସାମିଲ କରିଥିବାରୁ ଆଜି ନିଜ ଜନ୍ମମାଟି ଲମ୍ବାବାଡି ଗ୍ରାମବାସୀଙ୍କ ତରଫରୁ ନିଜ ଝିଅକୁ ସ୍ବାଗତ ସମ୍ବଦ୍ଧନା ଦିଆଯାଇଛି । ଏହି କାଯ୍ୟକ୍ରମ ଟି ସମବାର ଦିନ 12ଘଣ୍ଟିକା ସମୟରେ ଅନୁଷ୍ଠିତ ହଇଯାଇଛି, ଏଭଳି ଖୁସିର ମୁହୂର୍ତ୍ତ ,ସାମିଲ କରିଥିବାରୁ ଆଜି ନିଜ ଜନ୍ମମାଟି ଲମ୍ବାବାଡି ଗ୍ରାମବାସୀଙ୍କ ତରଫରୁ ନିଜ ଝିଅକୁ ସ୍ବାଗତ ସମ୍ବଦ୍ଧନା ଦିଆଯାଇଛି । ଏଭଳି ଖୁସିର ମୁହୂର୍ତ୍ତ ରେ ମୋତେ ନିମନ୍ତ୍ରଣକରି ଏହି ପର୍ବରେ ସାମିଲ କରିଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us