Install App
mishrasanuj
This browser does not support the video element.
ବଲାଙ୍ଗୀର: ଭୀମଭୋଇ ମେଡିକାଲରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଖୋଜୁଛି ପୁଲିସ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ଅନୁମାନ
Balangir, Balangir | Aug 23, 2025
ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ପ୍ରଥମିକ ଅନୁମାନ ଅନୁସାରେ ସେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କେନ୍ଦ୍ରରେ ରଖିଛି ଓ ପରିଚୟ ଖୋଜିବା ପାଇଁ ପଦକ୍ଷେପ ନେଇଛି । କିନ୍ତୁ ମୃତକଙ୍କ ପରିଚୟ ମିଳି ପାରିନାହିଁ ବୋଲି ଆଜି ରାତି ୧୦ଟା ସମୟ ରେ ସୁଚନା ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!