Download Now Banner

This browser does not support the video element.

ଧର୍ମଶାଳା: ଧର୍ମଶାଳାରେ ନିର୍ବାଚନ ସମୟରେ ହିମାଂଶୁ ଶେଖର ସାହୁ କାହା ଚାପରେ ଆଉ କାହିଁକି ବିଧାୟକ ପାର୍ଥୀ ହୋଇ ପ୍ରତିକ୍ରିୟା ପ୍ରକାଶ କଲେ

Dharmasala, Jajpur | Sep 7, 2025
୨୦୨୪ ନିର୍ବାଚନ ରେ ସ୍ୱାଧୀନ ପ୍ରାଥି ଭାବେ ନାମାନଙ୍କ ଦାଖଲ କରିଥିବା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ପରାଜୟ କରିବା ପାଇଁ ଧର୍ମଶାଳା ବିଜେଡି ତରଫରୁ ସୃଷ୍ଟି କରିଥିବା ଆଉ ଜଣେ ତଥା ନକଲି ହିମାଂଶୁ ଶେଖର ସାହୁ ନିର୍ବାଚନ ସମୟରେ କାହା ଚାପରେ ଆଉ କାହିଁକି ବିଧାୟକ ପ୍ରାଥି ହୋଇ ନାମାଙ୍କନ ଦାଖଲ କରିଥିଲେ ଆଜି ତାହାର ସତ୍ୟତା ଧର୍ମଶାଳା ସ୍ଥିତ ବାସ ଗୃହରେ ପ୍ରତିକ୍ରିୟା ପ୍ରକାଶ କରି ଲୋକ ଲୋଚନକୁ ଆସିଥିବା ରବିବାର ଦିବା 1 ଘଟିକା ସମୟରେ ସୂଚନା ମିଳିଛି ।
Read More News
T & CPrivacy PolicyContact Us