Download Now Banner

This browser does not support the video element.

ଖଲ୍ଲିକୋଟ୍: କରଣ ସାହି ସ୍ଥିତ ଆରଆଇ ଅଫିସ ସମ୍ମୁଖରୁ ବାଇକ ଚୋରି ଘଟଣାର ସିସିଟିଭି ଫୁଟେଜ ଭାଇରାଲ

Khalikote, Ganjam | Jun 13, 2025
ଖଲ୍ଲିକୋଟ କରଣ ସାହି ସ୍ଥିତ ଆର ଆଇ ଅଫିସ ସମ୍ମୁଖରୁ ଗତ ୩ ତାରିଖ ଅପରାହ୍ନ ରେ ଏକ ବାଇକ ଚୋରି ହୋଇ ହୋଇଯାଇଥିଲା । ଯାହାର ସିସି ଟିଭି ଫୁଟେଜ ଆଜି ରାତି ୮ ଟା ସମୟରେ ମୋବାଇଲ ଟୁ ମୋବାଇଲ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us