Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ବଡ଼ବଜାର ଥାନା ମେଣ୍ଟୁ ଛକରେ ଦେହରେ ନିଆଁ ଲଗେଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Chhatrapur, Ganjam | Sep 10, 2025
ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ଯା ଉଦ୍ୟମ କଲେ ଯୁବକ। ବ୍ରହ୍ମପୁର ବଡ଼ବଜାର ଥାନା ମେଣ୍ଟୁ ଛକରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଦେହରେ ନିଆଁ ଲଗେଇଦେଲେ ଯୁବକ। ପେଟ୍ରୋଲ ଢାଳି ନିଆଁ ଲଗେଇଦେଇଥିବା ସୂଚନା ମିଳିଛି ।
Read More News
T & CPrivacy PolicyContact Us