Download Now Banner

This browser does not support the video element.

ଭଞ୍ଜନଗର: ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ତଥା ଗାଲେରି ଫାଣ୍ଡି ପୋଲିସ ପ୍ରଶାସନ ଦ୍ଵାରା ଜଣେ ନିଖୋଜ ନାବାଳିକାକୁ ଉଦ୍ଧାର କରାଯାଇଛି ।

Bhanjanagar, Ganjam | Aug 23, 2025
ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ତଥା ଗାଲେରି ଫାଣ୍ଡି ପୋଲିସ ପ୍ରଶାସନ ଦ୍ଵାରା ଜଣେ ନିଖୋଜ ନାବାଳିକାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ନାବାଳିକାକୁ ନିଜ ପରିବାରର ବାପା ମାଙ୍କୁ ଅ।ଜି ଦିନ 3 ଘଣ୍ଟ ସମୟରେ ହସ୍ତାନ୍ତର କରାଯାଇଥିବା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଅ।ଯାଇଛି । ତେବେ ଉକ୍ତ ଉଦ୍ଧାର ହୋଇଥିବା ନାବାଳିକାଙ୍କ ନାମ ଠିକଣା ଅ।ଇନଗତ କାରଣ ଓ ସମ୍ମାନ ଦୃଷ୍ଟିରୁ ଗୋପନ ରଖାଯାଇଥିବା ବେଳେ କୋଉ ସ୍ତାନରୁ ମଧ୍ୟ ଉଦ୍ଧାର କରାଯାଇଛି ତାହା ମଧ୍ୟ ଗୋପନ ରଖାଯାଇଥିବା ଖବର ମିଳିଛି ।
Read More News
T & CPrivacy PolicyContact Us