Download Now Banner

This browser does not support the video element.

ବଲାଙ୍ଗୀର: ବିଜୁଳି ଘଡ଼ଘଡ଼ି ସହ ଅନୁଭୂତ ହେବ ଗରମ ଓ ଗୁଳୁଗୁଳି, ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଜିଲ୍ଲା ପାଣି ପାଗ ବିଭାଗ।

Balangir, Balangir | Jun 11, 2025
ବଲାଙ୍ଗୀର ରେ ବର୍ଷାର ପରିମାଣ କମ ରହିଥିଲେ ମଧ୍ୟ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ ଘଣ୍ଟାପ୍ରତି 50-60 କିମି ବେଗରେ ବହୁଛି ।ଆଗାମୀ ୪ ଦିନ ଯାଏଁ ବଜ୍ରପାତକୁ ନେଇ ସତର୍କତା ଜାରି କରାଯାଇଛି । ବିଶେଷ କରି ଅପରାହ୍ନ ଓ ସନ୍ଧ୍ୟା ସମୟରେ ବଜ୍ରପାତ ହେବାର ଅଧିକ ସମ୍ଭାବନା ରହିଛି । ଯାହାକୁ ନେଇ ଜିଲ୍ଲା ପାଣିପାଗ ବିଭାଗ ଆଜି ଅପରାହ୍ନ ୩ଟା ସମୟରେ ସତର୍କତା ଜାରି କରିଛି । ସେହିପରି ଆସନ୍ତାକିଛି ଦିନ ଯାଏଁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ।
Read More News
T & CPrivacy PolicyContact Us