Download Now Banner

This browser does not support the video element.

ସୁକିନ୍ଦା: ସୁକିନ୍ଦା ବ୍ଲକର ବିଭିନ୍ନ ପୂଜା ମଣ୍ଡପ ବୁଲି ଶ୍ରୀଗଜାନନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ରମଣୀ ରଞ୍ଜନ ବଳସାମନ୍ତ

Sukinda, Jajpur | Aug 28, 2025
ସୁକିନ୍ଦା ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ମହା ଆଡ଼ମ୍ବରରେ ଅଗ୍ରପୂଜ୍ୟ ବିଘ୍ନବିନାଶକ ଶ୍ରୀଗଜାନନଙ୍କ ପୂଜା ମହା ଆଡ଼ମ୍ବରରେ ଜାରି ରହିଥିବା ବେଳେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରୀଙ୍କ ଭାଈ ତଥା ପୂର୍ବତନ ଜିଲ୍ଲାପରିଷଦ ରମଣୀ ରଞ୍ଜନ ବଳସାମନ୍ତ ବିଭିନ୍ନ ପୁଜା ମଣ୍ଡପରେ ପହଞ୍ଚି ଶ୍ରୀଗଜାନନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ସ୍ଥାନୀୟ ବାସିନ୍ଦାଙ୍କୁ ଉତ୍ସାହିତ କରିଥିବା ଗୁରୁବାର ଅପରାହ୍ନ 5 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us