Install App
amani117
This browser does not support the video element.
ଢେଙ୍କାନାଳ ସଦର: ନୁଆଗାଁ ନିକଟରେ ପ୍ରେମିକାଙ୍କ ଘର ନିକଟରେ ପ୍ରେମିକ ମୃତ୍ୟୁ ଘଟଣା, ସିମିଳିଆଠାରେ ମୃତ ଯୁବକଙ୍କ ଜେଜେଙ୍କ ପ୍ରତିକ୍ରିୟା
Dhenkanal Sadar, Dhenkanal | Sep 30, 2025
ଢେଙ୍କାନାଳ ସଦର ଥାନା ନୂଆଗାଁ ନିକଟରେ ରବିବାର ଦିନ ସିମିଳିଆ ଗ୍ରାମର ଯୁବକ ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ତାଙ୍କର ମୃତ ଦେହ ଘରକୁ ଫେରିଥିଲା l ଏହି ଘଟଣାକୁ ନେଇ ମୃତ ଯୁବକଙ୍କ ଜେଜେବାପା ପ୍ରତିକ୍ରିୟାରେ ଘଟଣାର ବର୍ଣ୍ଣନା ମଙ୍ଗଳବାର ଅପରାହ୍ନ ୩ଟାରେ କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!