Download Now Banner

This browser does not support the video element.

ଭଟଲି: ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ଳକ ସ୍ତରୀୟ ବିଶେଷଜ୍ଞ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

Bhatli, Bargarh (Baragarh) | Sep 23, 2025
ଭଟଲି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ଳକସ୍ତରୀୟ ବିଶେଷଜ୍ଞ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ,ଭଟଲିବ୍ଲକରେ ସୁସ୍ଥନାରୀ ସଶକ୍ତପରିବାର ଅଭିଯାନ କାର୍ଯ୍ୟ କ୍ରମ ଚାଲିଥିବାବେଳେ ଆଜି ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଡ଼ା.ପ୍ରଣବ ପାଣିଗ୍ରାହୀଙ୍କଅଧ୍ୟକ୍ଷତାରେ ବ୍ଳକ ସ୍ତରୀୟ ବିଶେଷଜ୍ଞସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଳକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ବିଡ଼ିଓ ପ୍ରମୋଦଚନ୍ଦ୍ର ମେହେର, ଜିଲ୍ଲା ପରିଷଦସଭ୍ୟ ଈଶ୍ୱରଚନ୍ଦ୍ର ସାହୁ,ସିଡିଏମଓ ଡ଼ା. କୁବେର ଚନ୍ଦ୍ର ମହନ୍ତ ଯୋଗଦାନ କରିଥିଲେ ଧୁପ ଦୀପ ଜାଳି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ।
Read More News
T & CPrivacy PolicyContact Us