Download Now Banner

This browser does not support the video element.

ଧର୍ମଗଡ: କୋକସରା ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ, ଚାଷୀଙ୍କୁ ଉନ୍ନତ ଚାଷ ସମ୍ପର୍କରେ ବୈଷୟିକ ଜ୍ଞାନ ଦେଲେ ବୈଜ୍ଞାନିକ

Dharamgarh, Kalahandi | May 31, 2025
କୃଷି ଓ କୃଷକ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ପକ୍ଷରୁ ଦେଶ ର କୃଷି ଓ କୃଷକ ଙ୍କ ମାନଦଣ୍ଡ କୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ। ଏହି କ୍ରମରେ ଶନିବାର ସକାଳ ୧୦ ଟା ରୁ କୋକସରା ଧାନ ମଣ୍ଡି ରେ ଗୋଷ୍ଠି କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ଙ୍କ ଅଧ୍ୟକ୍ଷତାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us