This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଚାଉଁରୀଆ ଗୁଡା ଠାରେ ଅନୁଷ୍ଠିତ ଦୁର୍ଗାପୂଜା ଦର୍ଶନ କଲେ ନବରଙ୍ଗପୁର ବିଧାୟକ
Nabarangapur PS, Nabarangpur | Sep 30, 2025
ବର୍ତମାନ ଧରା ଅବତାରଣ କରିଛନ୍ତି ଦୁର୍ଗତି ନାଶିନୀ ମା ଦୁର୍ଗା, ଏନେଇ ଚଳ ଚଞ୍ଚଳ ପୁର ପଲି, ଚଣ୍ଡି ପାଠ ଶଙ୍ଖ ଧୋନି ରେ ପ୍ରକମ୍ପିତ ପୂଜା ମଣ୍ଡପ l ନବରଙ୍ଗପୁର ଜିଲ୍ଲା ଚାଉଁରିଆଗୁଡା ଠାରେ ଆଜି ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ଏଠାରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଉପସ୍ଥିତ ରହି ଅଞ୍ଚଳର ସୁଖ ସମୃଦ୍ଧି ପାଇଁ ପୂଜା ପଦ୍ଧତି କରିଥିଲେ l