Download Now Banner

This browser does not support the video element.

ବାଙ୍ଗିରିପୋଷି: ଗାଡି ଟେଣ୍ଡର ବାତିଲ କୁ ନେଇ ବାଙ୍ଗିରିପୋଷି ତହସିଲରେ ଉତ୍ତେଜନା

Bangiriposi, Mayurbhanj | Jul 21, 2025
ବାଙ୍ଗିରିପୋଷି ତହସିଲ ରେ ନୂତନ ଗାଡ଼ି ଲଗାଇବା ପାଇଁ ଗତ ଜୁନ ୬ ତାରିଖ ଏକ ଟେଣ୍ଡର ଆହ୍ବାନ କରା ଯାଇଥିଲା । ଜୁନ ୩୦ ଶେଷ ତାରିଖ ଥିଲା ବେଳେ ପାଞ୍ଚଜଣ ଗାଡ଼ି ମାଲିକ ଟେଣ୍ଡର ପକାଇଥିଲେ। ସେଥିମଧ୍ୟରୁ ପ୍ରଥମ ମା ତାରିଣୀ ଟୁର ଏଣ୍ଡ ଟ୍ରାଭେଲ ନାମରେ ସର୍ବନିମ୍ନ ଦରରେ ଟେଣ୍ଡର ପକା ଯାଇଥିଲା।ତେବେ ସର୍ବନିମ୍ନ ଦ୍ଦରରେ ଟେଣ୍ଡର ଦିଆ ନ ଯାଇ ଅଧିକ ଦରରେ  କାର୍ଯ୍ୟାଦେ ଦିଆ ଥିବା ରୁ ସୋମବାର ତହସିଲ ଅଫିସ ପରିସରରେ  ଦିବା ୩ ଘଟିକା ସମୟରେ  ଉତ୍ତେଜନା ପ୍ରକାଶ ପାଇଥିଲା। ଏ ନେଇଏଡିଏମ୍ ଇଶ୍ଵର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ , ବିଧାୟିକା ସଂଞଲୀ ମୁର୍ମୁ ଙ୍କୁ ଅଭିଯୋଗ କରିଥିଲେ
Read More News
T & CPrivacy PolicyContact Us