Download Now Banner

This browser does not support the video element.

ବୀରମହାରାଜପୁର: ବାଉଁଶୁଣୀ ଖେଳ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ୧୮ ତମ ଏକଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

Biramaharajpur, Subarnapur (Sonepur) | Sep 12, 2025
ବିନିକା ବ୍ଲକ ବାଉଁଶୁଣୀ ଖେଳ ପଡ଼ିଆରେ ଆଜି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବ୍ଲକ ସ୍ତରୀୟ ମ ୧୮ ତମ ଏକଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟେ କୁ ବ୍ଲକର ବିଭିନ୍ନ ସ୍ଥାନରୁ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ଖେଳରେ ଶେଷରେ କାଇନ୍ତରା ଦଳକୁ ଟ୍ରାଇବ୍ରେକର୍ ଜରିଆରେ 5-୪ ଗୋଲରେ ହରାଇ ଗନିଆଁ ଦଳ ଚମ୍ପିୟାନ ହୋଇଛି l ଆୟୋଜିତ ପୁରସ୍କାର ବିତରଣ ଉତ୍ସବକୁ ଶିଳ୍ପପତି ଅବିନାଶ ବାବୁ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବଜରଙ୍ଗଦଳ ଜିଲ୍ଲା ଉପ ସଭାପତି ସୁବ୍ରତ ବାରିକ, ସୁବର୍ଣ୍ଣପୁର ଜିଲ୍ଲା ନଗର ସଭାପତ
Read More News
T & CPrivacy PolicyContact Us