Download Now Banner

This browser does not support the video element.

ସୋନପୁର: ସଦର ଖଦାଳପଡା ନିଆଁ ମଡା ବଳି ଯାତ୍ରାରେ

Sonapur, Subarnapur (Sonepur) | Oct 9, 2025
ଯନ୍ତ୍ର ମନ୍ତ୍ର ଓ ତନ୍ତ୍ରର ପୀଠ ସୁବର୍ଣ୍ଣପୁର । ଏଠାରେ ସ୍ବତନ୍ତ୍ର ତନ୍ତ୍ର ପଦ୍ଧତିରେ ବିଭିନ୍ନ ଦେବାଦେବୀ ଙ୍କୁ ପୁଜା ଆରାଧନା କରାଯାଇଥାଏ । ସେହିପରି ଏକ ଅନନ୍ୟ ପରମ୍ପରା ହେଲା ଜ୍ୱଳନ୍ତା ଅଙ୍ଗାରରେ ଚାଲିବା ଦେଖିବାକୁ ମିଳେ ସୁବର୍ଣ୍ଣପୁର ର ଖଦାଳପଡା ନିଆଁ ମଡା ବଳି ଯାତ୍ରାରେ । ନିଆଁ ଉପରେ ବରୁଆ ମାନେ ଚାଲିବା ପରେ ଶହ ଶହ ଶ୍ରଦ୍ଧାଳୁ ନିର୍ଭୟରେ ଚାଲିଥାନ୍ତି ଏହି ନିଆଁ ଉପରେ । ଆଉ ଏହି ଯାତ୍ରା ଦେଖିବାକୁ ଆଖପାଖ ଅଂଚଳରୁ ହଯାର ହଯାର ଲୋକଙ୍କ ସମାଗମ ହୋଇଥାଏ ସୁବର୍ଣ୍ଣପୁରରେ । ମାଁ ଠାକୁରାଣୀ । ସୁବର୍ଣ୍ଣପୁର ସହର ଖଦାଲପଡାର ଅଧିଷ୍ଠାତ୍ରୀ ଦେବୀ ।
Read More News
T & CPrivacy PolicyContact Us