This browser does not support the video element.
କୋଟପାଡ: ସୋଶାହାଣ୍ଡି ମାଲଦା ଗ୍ରାମରେ ମାଆ ଗଜଲଷ୍ମୀଙ୍କ ଦର୍ଶନ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା
Kotpad, Koraput | Oct 6, 2025
ମାଁ ଗଜଲକ୍ଷ୍ମୀଙ୍କ ଦର୍ଶନ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l ସୋମବାର ଅପରାହ୍ନ ପାଞ୍ଚୋଟା ସମୟରେ କୋଟପାଡ଼ ସୋଶାହାଣ୍ଡି ମାଲଦା ଗ୍ରାମରେ ଏଭଳି ଦେଖିବାକୁ ମିଳିଛି l ଆଜି କୋଟପାଡ଼ ବିଧାୟକ ମାଁ ଗଜଲକ୍ଷ୍ମୀଙ୍କ ଦର୍ଶନ କରି ଅଞ୍ଚଳବାସୀଙ୍କ ସମୃଦ୍ଧି, ସୁଖ-ଶାନ୍ତି ଓ ଶୁଭ ଜୀବନ କାମନା କରିଛନ୍ତି। ମାଁ ଗଜଲକ୍ଷ୍ମୀ ସମସ୍ତ ଙ୍କୁ ଶାନ୍ତି ଓ ସଫଳତା ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ ବିଧାୟକ l ଏଥିସହ ଗାଁ ଲୋକଙ୍କ ସହ ଅଂଚଳ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l