Download Now Banner

This browser does not support the video element.

ଖଲ୍ଲିକୋଟ୍: କୁଟୁମ୍ବ କଲ୍ୟାଣ ମଣ୍ଡପ ନିକଟରେ ବାଇକ ଦୁର୍ଘଟଣା; ୩ ଜଣ ଆହତ, ଆହତଙ୍କ ମଧ୍ୟରେ ଜଣେ ଗୁରୁତର, ମେଡ଼ିକାଲରେ ଭର୍ତ୍ତି

Khalikote, Ganjam | Aug 25, 2025
କୁଟୁମ୍ବ କଲ୍ୟାଣ ମଣ୍ଡପ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏକ ବାଇକ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଥିବା ବେଳେ ଆହତ ଙ୍କ ମଧ୍ୟରେ ଜଣେ ଗୁରୁତର ଥିବା ସୂଚନା ମିଳିଛି । ତେବେ ଗୁରୁତର ବ୍ୟକ୍ତି ଜଣଙ୍କ ପ୍ରକାଶ ସେଠୀ ବୋଲି ଜଣା ପଡିଛି । ତାଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇ ଆହତ ହେଲେ ଶଙ୍କର ପ୍ରଧାନ ଓ ଦଣ୍ଡପାଣି ମହାରଣା ବୋଲି ଜଣାପଡିଛି । ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
Read More News
T & CPrivacy PolicyContact Us