This browser does not support the video element.
ଯଶିପୁର: ତେରନ୍ତି ପଞ୍ଚାୟତ କାର୍ଯ୍ୟାଳୟ ରେ ବିକାଶ ବାହାନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ
Jashipur, Mayurbhanj | Jun 17, 2025
ରାଜ୍ୟବାସୀଙ୍କ ସେବାରେ ଏକ ବର୍ଷ ପୂରଣ କଲା ରାଜ୍ୟ ସରକାର। ସରକାରକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ଦିବା 2 ଘଟିକା ସମୟରେ ସୁକ୍ରୁଳି ବ୍ଲକ ରୋ ତେରନ୍ତି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ବିକାଶ ବାହାନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ ।ଏହି ବିକାଶ ବାହନ ବ୍ଲକ ର ପ୍ରତ୍ୟେକ ଗାଁ କୁ ଯାଇ ରାଜ୍ୟ ସରକାର ଏକ ବର୍ଷ ଭିତରେ କରିଥିବା ଉନ୍ନତିମୂଳକ କାର୍ଯ୍ୟର ପ୍ରଚାର କରିବ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ଅଧିକାରୀ ଉପସ୍ଥିତ ଥିଲେ।