Download Now Banner

This browser does not support the video element.

ରାଇଘର: ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀ ଓ ସହିଦ୍ ପ୍ରଶାନ୍ତ ପାତ୍ର ଙ୍କ ମୃତ୍ୟୁକୁ ପୁରିଲା ୧୪ ବର୍ଷ

Raighar, Nabarangpur | Sep 24, 2025
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ଠାରେ ଆଜି ପୂର୍ବତନ ବିଧାୟକ ସ୍ୱର୍ଗତ ଜଗବନ୍ଧୁ ମାଝୀଙ୍କ 14 ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଦୀପ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ l ପ୍ରଥମେ ସ୍ଥାନୀୟ ଗ୍ରାମବାସୀ ଏବଂ ସ୍ଥାନୀୟ ବିଜେଡ଼ି କର୍ମୀ ମାନେ ଅତିଥିଙ୍କୁ ସ୍ୱାଗତ କରିବା ସହ ଏକ ଶୋଭାଯାତ୍ରାରେ ସ୍ୱର୍ଗତ ଜଗବନ୍ଧୁ ମାଝୀଙ୍କ ସହିଦ ସ୍ତମ୍ଭ ନିକଟକୁ ପାଛୋଟି ନେଇ ପୁଷ୍ପମାଲ୍ୟ ଅର୍ପଣ କରିଥ
Read More News
T & CPrivacy PolicyContact Us