Download Now Banner

This browser does not support the video element.

ବରଗଡ: ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇନ ବୋର୍ଡରେ ଓଡ଼ିଆ ଲେଖା ପାଇଁ ଗୌର ପଡ଼ା ଛକରେ ନିର୍ଦ୍ଦେଶ ଦିଆଗଲା

Bargarh, Bargarh (Baragarh) | Sep 9, 2025
ବରଗଡ଼ର ସମସ୍ତ ବ୍ୟବସାୟୀ ମାନଙ୍କୁ ଦୋକାନ ସାଇନ ବୋର୍ଡରେ ଓଡ଼ିଆ ଲେଖା ପାଇଁ ନିର୍ଦ୍ଦେଶ ଦେଲା ଜିଲ୍ଲା ପ୍ରଶାସନ | ମଙ୍ଗଳବାର ଅପରାହ୍ନ 2 ଘଣ୍ଟା ସମୟରେ ଗୌର ପଡା ଛକରେ ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ବ୍ୟବସାୟୀ ମାନଙ୍କୁ ନିଜ ସାଇନ ବୋର୍ଡରେ 60 ପ୍ରତିଶତ ଓଡ଼ିଆରେ ଲେଖିବା ପାଇଁ ସୂଚନା ଦିଆଯାଇଛି | ଓଡିଶା ସରକାରଙ୍କ ନୂତନ ନିୟମ ଅନୁଯାୟୀ ଏହି ନିୟମ କରାଯାଇଛି | ଦୋକାନୀ ମାନଙ୍କୁ 55 ଦିନ ସମୟ ଦିଆଯାଇଥିବା ବେଳେ 55 ଦିନ ମଧ୍ୟରେ ଓଡ଼ିଆରେ ଲେଖା ନ ଗଲେ ପ୍ରତିଦିନ 500 ଟଙ୍କା ଫାଇନ ଆଦାୟ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
Read More News
T & CPrivacy PolicyContact Us