Download Now Banner

This browser does not support the video element.

ଢେଙ୍କାନାଳ ସଦର: ରାଧାକୃଷ୍ଣ ବଜାର ନବରାତ୍ର ଦୁର୍ଗାପୂଜା ମଣ୍ଡପରେ କୁମାରୀ ପୂଜନ

Dhenkanal Sadar, Dhenkanal | Oct 1, 2025
ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାରରେ ନବରାତ୍ର ଦୁର୍ଗାପୂଜା ସାଂସ୍କୃତିକ ସମିତି ପକ୍ଷରୁ ମାଦୁର୍ଗାଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହୋଇଆସୁଛି । ଆଜି ବୁଧବାର ଦିନ ମାଙ୍କ ମଣ୍ଡପରେ ମହାନବମୀ ପୂଜା ଅନୁଷ୍ଠିତ ହୋଇଛି । ସକାଳ ପହରରୁ ମାଙ୍କର ବିଭିନ୍ନ ରିତି ନୀତିର ସହିତ ପୂଜାପାଠ ସହିତ ଆଜିର ଏହି ମହାନବମୀରେ ମାଙ୍କ ପାଖରେ କୁମାରୀ ପୂଜନ ଉତ୍ସବ ମଧ୍ୟାହ୍ନ ୧ଟାରେ ଅନୁଷ୍ଠିତ ହୋଇଯାଇଛି। କୁମାରୀ କନ୍ୟାମାନଙ୍କୁ ମାଙ୍କ ବେଷରେ ସଜାଇ ସେମାନଙ୍କୁ ବନ୍ଦାପଣା ସହିତ ବିଭିନ୍ନ ରିତିନୀତିର ସହିତ ପୂଜାକରାଯାଇଛି।
Read More News
T & CPrivacy PolicyContact Us