This browser does not support the video element.
ବଲାଙ୍ଗୀର: ଖୁଜେନ ପାଲି ଅଞ୍ଚଳରେ ସାପ କାମୁଡା,ଜଣେ ମହିଳା ଭର୍ତ୍ତି ଭୀମ ଭୋଇ ମେଡିକାଲରେ
Balangir, Balangir | Aug 31, 2025
ଖୁଜେନ ପାଲି ଅଞ୍ଚଳରେ ସାପ କାମୁଡା, ମହିଳା ଭର୍ତ୍ତି ଭୀମ ଭୋଇ ମେଡିକାଲ ରେ ବଲାଙ୍ଗୀର: ଖୁଜେନ ପାଲି ଅଞ୍ଚଳରେ ଅଜଣା ସାପ କାମୁଡା ଘଟଣାରେ ଜଣେ ମହିଳା ଆହତ ହୋଇଛନ୍ତି। ଘଟଣା ପରେ ପରିବାର ବ୍ୟକ୍ତିମାନେ ତାଙ୍କୁ ତୁରନ୍ତ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ କୁ ନେଇଆସିଥିଲେ। ସୂଚନା ଅନୁସାରେ, ଆଜି ରାତି ପ୍ରାୟ 8ଟା ସମୟରେ ମହିଳାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।ଡାକ୍ତର ତାଙ୍କର ରକ୍ତ ନ୍ସମୁନା ଯାଞ୍ଚ କରିଛନ୍ତି