This browser does not support the video element.
କୋଟପାଡ: ଚାନ୍ଦିଲି ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଭେଟି ବିଦ୍ୟାଳୟର ସମସ୍ୟା ବୁଝିଲେ ବିଧାୟକ ରୁପୁ ଭତ୍ରା
Kotpad, Koraput | Aug 23, 2025
ଛାତ୍ର ଛାତ୍ରଙ୍କୁ ଭେଟି ବିଦ୍ୟାଳର ସମସ୍ୟା ବୁଝିଲେ ବିଧାୟକ l କୋଟପାଡ଼ ଓ ଛତିଶଗଡ ବଡ଼ର୍ ରେ ଥିବା ଚାନ୍ଦିଲି ହାଇସ୍କୁଲ ରେ ଶନିବାର ମଧ୍ୟହ୍ନ ବରଟା ସମୟରେ ପହଂଚି ଥିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l ପ୍ରଥମେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ଭେଟି ବିଦ୍ୟାଳୟ ର ସମସ୍ୟା ବିଷୟରେ ବୁଝିଥିଲେ l ପିଲାଙ୍କ ପାଠ ପଢା ସହ ମଧ୍ୟହ୍ନ ଭୋଜନ ସମ୍ପର୍କ ରେ ପଚାରି ବୁଝିଥିଲେ l ପରେ ସ୍କୁଲ୍ କର୍ତ୍ତୃପକ୍ଷ ଓ ଅଭଭିଭାବକ ମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲି। ଆଉ ସେହିସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଥିଲେ l