Download Now Banner

This browser does not support the video element.

କଟକ ପୌରାଞ୍ଚଳ: ପୁରୀଘାଟ ଥାନା ଅନ୍ତର୍ଗତ ଗଣେଶ ଘାଟ ଠାରେ ମଙ୍ଗଳବାର ସ୍କୁଟିକୁ ଧକା ଦେଲା ଆମ ବସ

Cuttack M Corp PS, Cuttack | Sep 9, 2025
ଗଣେଶ ଘାଟ ଦେଇ ସିଡିଏ ଆଡ଼କୁ ଯାଉଥିବା ୧୬ନମ୍ୱର୍ ଆମ ବସ ଗଣେଶ ଘାଟ ଠାରେ ସ୍କୁଟି କୁ ମଙ୍ଗଳବାର ଦିନ ୨ଟାରେ ଧକା ଦେଇଥିଲା, ଏପରିକି ସ୍କୁଟି ରେ ବସିଥିବା ୯ବର୍ଷର ଝିଅର ଗୋଡ଼ରେ ବସ ଚକା ଚଢ଼ି ଯାଇ ଥିବାରୁ ସେ ଆହତ ହୋଇଥିବା ସୂଚନା ମିଳିଛି, ଏହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା
Read More News
T & CPrivacy PolicyContact Us