This browser does not support the video element.
ନୟାଗଡ ସଦର: ମାଛିପଡା ରାଣୀବନ୍ଧପୋଖରୀ ରୁ ନିଖୋଜ ଯୁବକ ଙ୍କ ଶବ ଉଦ୍ଧାର, ଶବ ବ୍ୟବଛେଦ ନିମନ୍ତେ ଶବ ଗୃହ କୁ ସ୍ଥାନାନ୍ତର
Nayagarh Sadar, Nayagarh | Sep 1, 2025
ସୂଚନା ଅନୁଯାୟୀଆଜି 8ଘଟିକା ସମୟ ରେ ସଦର ଥାନା ଅନ୍ତର୍ଗତ ମାଛିପଡା ବିହାରୀ ତୋଟା ରାଣୀ ବନ୍ଧ ପୋଖରୀ ରୁ ଗତକାଲି ରାତ୍ରି ସମୟ ରୁ ନିଖୋଜ ହୋଇଥିବା ଯୁବକ ବିହାରୀ ତୋଟାର ସନ୍ତୋଷ ପଣ୍ଡା ଙ୍କମୃତ ଦେହ ଉଦ୍ଧାର ହୋଇଛି,ଯାହା ସୂଚନା ପରିବାର ଲୋକ ଙ୍କ କହିବା ଅନୁଯାୟୀ ଗତକାଲି ରାତିରୁ ସନ୍ତୋଷ ଘରୁ କୁଆଡେ ନିଖୋଜ ହୋଇଥିଲେ, ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ସନ୍ତୋଷ ଙ୍କୁ ପାଇ ନଥିଲେ କୌଣସି କାରଣ ଜଣା ପଡି ନଥିବା ବେଳେ ହଠାତ ଏ ଘଟଣା କୁ ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି, ଆଜି ସକାଳ 8ଘଟିକା ସମୟ ରେ କିଛି ଲୋକ ରାଣୀ ବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇ ଥିବା ବେଳେ ପୋଖରୀ ପାଣ