Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବାରିପଦା ସହରର ସବୁ ରାସ୍ତା ଦୁର୍ଗାପୂଜା ପୁର୍ବରୁ ହେବ ମରାମତି; ବାରିପଦାରେ ମତଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
Baripada M, Mayurbhanj | Sep 8, 2025
ବାରିପଦା ସହରର ସମସ୍ତ ରାସ୍ତା ଏବେ ଖରାପ ହେବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଦୂର୍ଗାପୂଜା ପୂର୍ବରୁ ସମସ୍ତ ରାସ୍ତା ମରାମତି କାର୍ଯ୍ୟ ସମ୍ପନ୍ନ ହେବବୋଲି ବାରିପଦା ଷ୍ଟେସନ ବଜାର ଠାରେ ସୋମବାର ଦିନ ପ୍ରାୟ ୧୧.୩୦ ଟାରେ ପ୍ରତିକ୍ରିୟା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର।
Share
Read More News
T & C
Privacy Policy
Contact Us
Your browser does not support JavaScript!