Download Now Banner

This browser does not support the video element.

ସୁକିନ୍ଦା: ଶୁକୁରଙ୍ଗି କ୍ରୋମାଇଟ୍‌ ଖଣି ମାଟିଡମ୍ପ୍ ଭୁଶୁଡ଼ି ଘରେଘରେ ପଶିଲା କାଦୁଅପାଣି

Sukinda, Jajpur | Aug 31, 2025
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି-କଅଁସ ପଞ୍ଚାୟତ ସୀମାନ୍ତ ଶୁକୁରଙ୍ଗି କ୍ରୋମାଇଟ୍‌ ଖଣି ପାଖ ଚିରିଗୁଡ଼ା ବସ୍ତିରେ ରବିବାର ସଂଧ୍ୟା 7 ଘଟିକା ସମୟରେ ଏହି ଖଣିର ମାଟି ଡମ୍ପ୍ ଭୁଶୁଡ଼ି ବସ୍ତିର ଏକାଧିକ ଘରେ କାଦୁଅପାଣି ପଶିଯାଇଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us