Download Now Banner

This browser does not support the video element.

ଜଗତସିଂହପୁର: ଭୂତୁମୁଣ୍ଡାଇ ବଜାର ର ଜଣେ ବ୍ୟକ୍ତି ଙ୍କ ସ୍କୁଟି ଭିତରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା

Jagatsinghapur, Jagatsinghpur | Sep 6, 2025
ଭୂତୁମୁଣ୍ଡାଇ ବଜାର ର କୁଜଙ୍ଗ ଅଞ୍ଚଳ ରେ ଜଣେ ବ୍ୟକ୍ତି ଙ୍କ ସ୍କୁଟି ଭିତରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା ଭୂତୁମୁଣ୍ଡାଇ ବଜାରରେ କୁଜଙ୍ଗ ଅଞ୍ଚଲର୍ ଜଣା ଶୁଣା ବେବସା ଈ ଶଙ୍କର ସାହୁ କୁଜଙ୍ଗ ରୁ ପାରାଦୀପ ଯାଉଥିଲେ ହଠାତ ବୁତୁମୁଣ୍ଡାଇ ପୋଲ ତଳେ ଜଣେ ଯୁବକ ଡାକ ପକେଇଲା ସାପ ଟି ଶଙ୍କର ସାହୁ ଙ୍କ ବାଇକି ଭିତରେ ପଶିଗଲା ସେ ଭୟ ଭୀତ ହେଇ କୁଜଙ୍ଗ ର ଯୁବ ସାପ ଧରାଳି ପ୍ରଭାତ ବେହେରା ଓରଫ ବାବୁନି ବାବାଙ୍କୁ ଯୋଗା ଯୋଗ କରିଥିଲେ ସଙ୍ଗେ ସଙ୍ଗେ ସହଯୋଗୀ ମାନଙ୍କୁ ଧରି ପହଞ୍ଚି ଗଲେ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛନ୍ତି ଭୂତୁମୁଣ୍ଡି ର
Read More News
T & CPrivacy PolicyContact Us