Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପର୍ଯ୍ୟଟନ ବିଭାଗର ଅନୁମତି ନ ପାଇଁ ପୋଲିସର ଟ୍ରାଭେଲ ଦୋକାନରେ ଚଢ଼ାଉ ସମ୍ପର୍କରେ କାର୍ଯ୍ୟାଳୟରେ ଅଭିଯୋଗ କଲେ ଆପ ଜିଲ୍ଲା ଆବାହକ

Puri M, Puri | Aug 21, 2025
ପୁରୀ ପୋଲିସ ଗତ କାଲି ପୁରୀ ସହରରେ ବିଭିନ୍ନ ସ୍ଥାନାରେ ଥିବା ବେଆଇନ ଟ୍ରାଭେଲର ଦୋକାନୀ ମାନଙ୍କ ଉପରେ ଚଢ଼ାଉ କରାଯାଇଛି l ସମୁଦ୍ର କୁଳ ଥାନା, ଟାଉନ ଥାନା, କୁମ୍ଭାରପଡା ଥାନା, ବଳିଆ ପଣ୍ଡା, ସିଂହଦ୍ୱାରା ଥାନା ଅଧିନ ସମସ୍ତ ଟ୍ରାଭେଲ ଦୋକାନ ରେ ଚଢ଼ାଉ ହେଇଥିଲା ଏହା ସ୍ୱାଗତ ଯୋଗ୍ୟ କାଯ୍ୟ l ହେଲେ ପଯ୍ୟଟନ ବିଭାଗ ର ବିନା ଅନୁମତି ରେ ଏହା କିପରି କାଯ୍ୟନୁଷ୍ଠାନ ହେଲା ଏନେଇ ଅଭିଯୋଗ କରିଛି ଆପ ର ଜିଲ୍ଲା ଆବାହକ l
Read More News
T & CPrivacy PolicyContact Us