Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକ ରେ ସ୍ୱଚ୍ଛତା ହିଁ ସେବା ପ୍ରଶିକ୍ଷଣ ଶିବିର

Kabisuryanagar, Ganjam | Sep 20, 2025
ଗ୍ରାମାଞ୍ଚଳରେ ପରିବେଶ ସ୍ୱଚ୍ଛତା ସହ ସହରୀ ସୁବିଧା ଉପଲବ୍ଧ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସେଥିମଧ୍ୟରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରତି ସାହିରେ ବର୍ଜ୍ୟ ବସ୍ତୁକୁ ସଂଗ୍ରହ କରାଯାଇ ଏହାର ସୁବିନିଯୋଗ କିପରି କରାଯାଇପାରିଵା ସହ ପରିବେଶ ସଫା ରଖାଯାଇପାରିବ ତା ଉପରେ ଶନିବାର ଦିନ ବେଗୁନିଆପଡା ବ୍ଲକ ମର୍ଦରାଜ ସମ୍ଳୀଳନ କକ୍ଷରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
Read More News
T & CPrivacy PolicyContact Us