Download Now Banner

This browser does not support the video element.

ଜି ଉଦୟଗିରି: ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବନାଞ୍ଚଳ ଅଧୂକାରୀ ହରିହର ବେହେରାଙ୍କ ଅଧ୍ଯକ୍ଷତାରେ ଚାରା ବିତରଣ ଯାନ ଉଦଘାଟନ

G Udayagiri, Kandhamal | Sep 6, 2025
ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବନାଞ୍ଚଳ ଅଧୂକାରୀ ହରିହର ବେହେରାଙ୍କ ଅଧ୍ଯକ୍ଷତାରେ ବ୍ରାହ୍ମଣୀଗାଁ ବନାଞ୍ଚଳର ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ଏକ ଭ୍ରାମ୍ୟମାଣ ଚାରା ବିତରଣ ପାଇଁ ଯାନ ବୁଲିବ ଏହାର ଉଦ୍‌ଘାଟନ ହୋଇଯାଇଛି। ଏହାକୁ ରାଜ୍ୟ ପିସିସିଏଫ୍ ସୁରେଶ ପନ୍ତି ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରରୁ ଆର୍‌ସିସିଏଫ୍ ବିଶ୍ବନାଥ ନିଳନବର, ବାଲିଗୁଡା ଡିଏଫ୍‌ଓ ଘନଶ୍ୟାମ ମହନ୍ତି, ଏସ୍‌ସିଏଫ୍ ମନୋରଞ୍ଜନ ବାଗ, ସୁର୍ଯ୍ୟକାନ୍ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭଟନ କରିଛନ୍ତି। ଉକ୍ତ ଭ୍ରାମ୍ୟମାଣ ଚାରା ବିତରଣ ଯାନ ଉଦଘାଟନ
Read More News
T & CPrivacy PolicyContact Us