This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୧୫ଥାନା ଅନ୍ତର୍ଗତ ତଳବସ୍ତିର ବାସନ୍ତୀ ମହାନନ୍ଦଙ୍କୁ RSPକର୍ମଚାରୀ ନିଶାରାଣି ସାହୁ ନିର୍ଯ୍ୟାତନା ଦେଇଥିବା ବିଷୟ ସମ୍ବନ୍ଧରେ....
Raurkela M, Sundargarh | Sep 26, 2025
ସେପ୍ଟେମ୍ବର ୨୬ ତାରିଖ ସକାଳ ୧୧ଟା ସମୟରେ ସେକ୍ଟର ୧୫ ଅଞ୍ଚଳର ତଳ ବସ୍ତିରେ ରହୁଥିବା ପ୍ରାୟ୩୫ ବର୍ଷୀୟା ଗରିବ ମହିଳା ବାସନ୍ତୀ ମହାନନ୍ଦ, ସେକ୍ଟର ୧୮ ସ୍ଥିତ ଘର ନମ୍ବର-A-62ରେ ରହୁଥିବା RSP କର୍ମଚାରୀ ନିଶାରାଣି ସାହୁଙ୍କ ଘରେ ଆୟା କାମ କରନ୍ତି,ବାସନ୍ତୀ ଅସୁବିଧା ସମୟରେ,ବେଳେ ବେଳେ ଟଙ୍କା ଉଧାର ନିଅନ୍ତି,ଏଇଭଳି କିଛି ଥର ନେଣଦେଣ ପରେ, ଥରେ ପଚାଶ ହଜାର ଟଙ୍କା ନେଇ, ଫେରାଇବାରେ ଡେରି ହେବାରୁ,ନିଶାରାଣି ସାହୁ,ଅତ୍ୟନ୍ତ ରାଗିଯାଇ,ବାସନ୍ତୀକୁ ମାଡ଼ ମାରିବା ସହ ମୁଣ୍ଡ ଫଟାଇ ଦେବା ସହ ମୁନିଆ ଅସ୍ତ୍ରରେ ଭୁସି କ୍ଷତାକ୍ତ କରି ଦେଲେ, ଫଳରେ ବସ୍ତିବାସିନ୍ଦା ବାସନ୍ତୀ ସହ ଥାନାକୁ j