Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ସୋମବାର ଦିନ ସକାଳ ୧୦ ରୁ ଅପରାହ୍ନ ୩ ଟା ଯାଏଁ ବାରିପଦାର ବଢେଇ ସାହିରେ ଲାଇନ କାଟନେଇ ସୂଚନା
Baripada M, Mayurbhanj | Aug 24, 2025
ଆସନ୍ତାକାଲି ଅର୍ଥାତ ସୋମବାର ଦିନ ବିଦ୍ୟୁତ ସେକ୍ସନ ୨ ଅଧିନସ୍ଥ ତଥା ବାରିପଦା ସହରର ବଢେଇ ସାହି ଠାରେ ପ୍ରୋଜେକ୍ଟ ମରାମତି ପାଇଁ ସକାଳ ୧୦ ଟା ରୁ ଅପରାହ୍ନ ୩ ଟା ଯାଏଁ ବିଦ୍ୟୁତ ସରବାରହ ବନ୍ଦ ହେବା ନେଇ ସୂଚନା ମିଳିଛି। ଏନେଇ ରବିବାର ସଂଧ୍ୟା ପ୍ରାୟ ୭ ଟା ରେ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରଚାର ଗାଡିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!