Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିୟୋଗ । ପରିବାରକୁ ଭେଟିଲେ କଂଗ୍ରେସର ପିସିସି ସମ୍ପାଦକ

Digapahandi, Ganjam | Sep 3, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିୟୋଗ । ପରିବାରକୁ ଭେଟିଲେ କଂଗ୍ରେସର ପିସିସି ସମ୍ପାଦକ ସାକା ସୁଜିତ କୁମାର । ସେ ଆଜି ଦିନ 11 ଘଣ୍ଟ ସମୟରେ ନିଜର ସମର୍ଥକଙ୍କୁ ସାଥିରେ ନେଇ ଉକ୍ତ ପରିବାରବର୍ଗ କୁ ଭେଟିବା ସହ ସମବେଦନା ଜଣାଇଥିଲେ । ଏଥିସହ ପୂର୍ବତନ ସରପଞ୍ଚଙ୍କ ଅକାଳ ବିୟୋଗ ଏ ଅଂଚଳ ପାଇଁ ଏକ ବଡ କ୍ଷତି ବୋଲି କହିଥିଲେ ପିସିସି ସମ୍ପାଦକ । ଏହି ସମୟରେ ଭୀଷ୍ମଗିରି ଗ୍ରାମ ର ବହୁ ବରିଷ୍ଠ ନାଗରିକ ମାନେ ମଧ୍ଯ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us